ଚନ୍ଦ୍ରପୃଷ୍ଠରେ ମିଳିଲା ‘ବିକ୍ରମ’ର ଭଗ୍ନାବଶେଷ: ନାସା ଜାରି କଲା ଫଟୋ

ନୂଆଦିଲ୍ଲୀ: ସେପ୍ଟେମ୍ବର ୭ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ‘ବିକ୍ରମ’କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରାଇବାରେ ସଫଳତା ହୋଇ ପାରି ନଥିଲ। ଚନ୍ଦ୍ର ପୃଷ୍ଠରୁ ୨.୧ କିମି ଦୂରତାରେ ଲ୍ୟାଣ୍ଡର୍‌ ବିକ୍ରମ ସହିତ ଇସ୍ରୋ କମାଣ୍ଡ ସେଣ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେବେ ଗତକାଲି (ସୋମବାର) ନାସା ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’ର ଇମ୍ପା ସାଇଟ ଫଟୋ ଟୁଇଟ କରି ଜାରି କରିଛି। ନାସାର ଲୁନାର … Continue reading ଚନ୍ଦ୍ରପୃଷ୍ଠରେ ମିଳିଲା ‘ବିକ୍ରମ’ର ଭଗ୍ନାବଶେଷ: ନାସା ଜାରି କଲା ଫଟୋ